ପତ୍ର ଲିଖନ

 ମାନନୀୟ,

ମହାଶୟ,

ପ୍ରଧାନ ଶିକ୍ଷକଙ୍କ ନିକଟକୁ ଛୁଟି ଦରଖାସ୍ତ

ଶ୍ରୀଯୁକ୍ତ ସିନ୍ଦୁରିଆ ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହୋଦୟ .................ସମୀପେଷୁ

(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)

ନିବେଦନର ଅଭିପ୍ରାୟ ଏହିକି ଯେ, ମୁଁ ଶ୍ରୀ ଦୀପକ ପଣ୍ଡା, ଶ୍ରେଣୀ- ଦଶମ, ରୋଲ ନଂ- ୧୬ ଗତ ତିନିଦିନ ତା ............ ଖରୁ ତା............. ରିଖ ପର୍ଯ୍ୟନ୍ତ ଭୀଷଣ ଥଣ୍ଡା ଜ୍ବରରେ ପୀଡ଼ିତ ହୋଇ, ଡାକ୍ତରଙ୍କ ପରାମର୍ଶକ୍ରମେ ବିଦ୍ୟାଳୟରେ ଅନୁପସ୍ଥିତ ଥୁଲି ।

ଏଣୁ ବିନୀତ ପ୍ରାର୍ଥନା କରେ କି, ମୋତେ ଉକ୍ତ ଦିବସଗୁଡିକ ଛୁଟି

ମଞ୍ଜୁର କଲେ ମୁଁ ଆପଣଙ୍କ ନିକଟରେ ଚିରୋପକୃତ ହେବି ।

ନିରାକାରପୁର ତା ୨୦|୧୧|୨୦୨୦

|| ଇତି ||

ଆପଣଙ୍କର ଆଜ୍ଞାଧୀନ ଛାତ୍ର

ଶ୍ରୀ ଦୀପକ ପଣ୍ଡା

ଶ୍ରେଣୀ- ଦଶମ

ରୋଲ ନଂ- ୧୬

Post a Comment

0 Comments