ପ୍ରଥମ ମହିଳା

 ପ୍ରଥମ ମହିଳା ସିନେମା ଅଭିନେତ୍ରୀ- କମଳାବାଇ ଗୋଖଲେ

ପ୍ରଥମ ମହିଳା ପାଇଲଟ(ଏୟାରଫୋର୍ସ) – ହରିତ୍ ଦେଓଲ 

ପ୍ରଥମ ମହିଳା ବୁକର ପ୍ରାଇଜ୍‌ ଅଧିକାରିଣୀ- ଅରୁନ୍ଧତୀ ରାୟ

ପ୍ରଥମ ମହିଳା ସଂଗୀତଜ୍ଞ ଭାରତରତ୍ନ ଅଧିକାରିଣୀ–ଏମ୍.ଏସ୍.ଶୁଭଲକ୍ଷ୍ମୀ

ପ୍ରଥମ ମହିଳା ଅଲମ୍ପିକ୍ ମେଡାଲ ବିଜୟିନୀ- କର୍ଣ୍ଣମ ମାଲେଶ୍ୱରୀ

ପ୍ରଥମ ମହିଳା ବିଦେଶ ସଚିବ- ଚୋକିଲା ଆୟାର

ପ୍ରଥମ ମହିଳା ଏୟାର ଭାଇସ ମାର୍ଶାଲ୍-  ପି.ବନ୍ଦୋପାଧ୍ଯାୟ

ପ୍ରଥମ ମହିଳା(ଡି.ଜି.ପି)- କାଞ୍ଚନ ଚୌଧୁରୀ

ପ୍ରଥମ ମହିଳା ରାଷ୍ଟ୍ରଦୂତ- ବିଜୟଲକ୍ଷ୍ମୀ ପଣ୍ଡିତ

ପ୍ରଥମ ମହିଳା ରାଜ୍ୟପାଳ- ସରୋଜିନୀ ନାଇଡୁ

ପ୍ରଥମ ମହିଳା ମହାକାଶ ଯାତ୍ରୀ- କଳ୍ପନା ଚାୱଲା

ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ- ଇନ୍ଦିରା ଗାନ୍ଧୀ

ପ୍ରଥମ ମହିଳା ଭାରତରତ୍ନ ବିଜେତା- ଇନ୍ଦିରା ଗାନ୍ଧୀ

ପ୍ରଥମ ମହିଳା ଏମ୍.ଏ- ଚନ୍ଦ୍ରମୁଖୀ ବୋଷ

ପ୍ରଥମ ମହିଳା ହାଇକୋର୍ଟ ଜଜ୍- ଅନ୍ନାଚଣ୍ଡୀ(କେରଳ)

କଂଗ୍ରେସର ପ୍ରଥମ ମହିଳା ସଭ୍ୟା- ସ୍ଵର୍ଣ୍ଣକୁମାରୀ ଦେବୀ

ପ୍ରଥମ ମହିଳା ମନ୍ତ୍ରୀ-  ବିଜୟଲକ୍ଷ୍ମୀ ପଣ୍ଡିତ

ପ୍ରଥମ ମହିଳା କେନ୍ଦ୍ରମନ୍ତ୍ରୀ- ରାଜକୁମାରୀ ଅମ୍ରିତ କୌର

ପ୍ରଥମ ନୌସେନା କମାଣ୍ଡର- ଡଃ. ବାର୍ବରା

ମହିଳା ଏଭରେଷ୍ଟ ବିଜୟିନୀ- ବଚ୍ଛେନ୍ଦ୍ରୀ ପାଲ 

ମହିଳା କଂଗ୍ରେସ ସଭାନେତ୍ରୀ- ସରୋଜିନୀ ନାଇଡୁ

ମହିଳା ବାରିଷ୍ଟର- କର୍ନେଲିଆ ସରାବଜି 

ମହିଳା ମୁଖ୍ୟମନ୍ତ୍ରୀ- ସୁଚେତା କୃପାଳିନୀ 

ମହିଳା ବାଚସ୍ପତି(ବିଧାନସଭା)- ସନୋ ଦେଵୀ 

ମହିଳା ଗଭର୍ଣ୍ଣର- ଲର୍ଡସିଂହ

ମହିଳା ମେୟର- ସୁଲୋଚନା ମୋଦି

ମହିଳା ସଂଯୁକ୍ତ ରାଷ୍ଟ୍ର ସଂଘର ଅଧ୍ୟକ୍ଷା- ବିଜୟଲକ୍ଷ୍ମୀ ପଣ୍ଡିତ

ଜାତୀୟ ମହିଳା କଂଗ୍ରେସର ଅଧ୍ୟକ୍ଷା- ଆନିବେଶାନ୍ତ

ମହିଳା ଓକିଲ- ସୁଧାଂଶୁବାଳା ହାଜରା

ମହିଳା ଡକ୍ଟର- କାଦମ୍ବିନୀ ଠାକୁର

ମହିଳା ଲୋକସଭା ବାଚସ୍ପତି- ମୀରା କୁମାର

ମହିଳା ରାଷ୍ଟ୍ରପତି- ପ୍ରତିଭା ଦେବୀ ସିଂହ ପାଟିଲ 

ମହିଳା ଉପକୁଳପତି- ହଂସା ମେହେଟା 

Post a Comment

0 Comments