Lord Jagannath Quiz-Part(1)

 

ମହାପ୍ରଭୁଙ୍କ ବେଶ, ତିଥି  ଓ ବାର


1. ନିତ୍ୟ ଅବକାଶ ତତପ ଉତରି ବେଶ - ପ୍ରତିଦିନ

2. ବଡ ଶୃଙ୍ଗାର ବେଶ - ପ୍ରତିଦିନ

3. ଚନ୍ଦନ ଲାଗି ବେଶ - ପ୍ରତିଦିନ ସନ୍ଧ୍ୟା

4. ଗଣପତି ବେଶ - ଜ୍ୟେଷ୍ଟମାସ, ସ୍ନାନ ପୂର୍ଣ୍ଣିମା

5. ସୁନାବେଶ - ଆଶ୍ୱିନ ମାସ ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣିମା, ଦୋଳ ପୂର୍ଣ୍ଣିମା, ରଥ ଉପରେ ଆଷାଢ ମାସ ଏକାଦଶି 


ବାର ଅନୁଯାୟୀ ବେଶ ଓ ପୋଷାକ


ରବିବାର – ନାଲିରଙ୍ଗର ପାଟ

ସୋମବାର – କଳାଛିଟା ଧଳା

ମଙ୍ଗଳବାର - ବାରପଟିଆ (ପାଞ୍ଚ ରଙ୍ଗ ମିଶା)

ବୁଧବାର - ନୀଳରଙ୍ଗ 

ଗୁରୁବାର - ହଳଦିଆରଙ୍ଗ ପାଟ

ଶୁକ୍ରବାର - ଧଳାରଙ୍ଗ ପାଟ

ଶନିବାର – କଳାରଙ୍ଗ ପାଟ


ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଜାଣିବା କଥା


1. ପୁରୀର ଅନ୍ୟନାମ କ 'ଣ ?


ଉ .ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖ କ୍ଷେତ୍ର , ଶ୍ରୀ କ୍ଷେତ୍ର , ନୀଳାଚଳ କ୍ଷେତ୍ର , ଜଗନ୍ନାଥଧାମ 


2.ପୁରୁଷୋତ୍ତମ କିଏ ?


ଉ .ଠାକୁର ଶ୍ରୀ ଶ୍ରୀ ଜଗନ୍ନାଥ ।


3. କ୍ଷେତ୍ର କାହାକୁ କୁହ ଯାଏ?


ଉ . ନଦୀ , ସମୁଦ୍ର , ହ୍ରଦ , କିମ୍ବା କୌଣସି ପବିତ୍ର ଜଳାଶୟ ର ତୀର ଠାରୁ ଦୁଇ କୋଶ ପର୍ଯ୍ୟନ୍ତ ସ୍ଥଳଭୂମିକୁ କ୍ଷେତ୍ର କୁହାଯାଏ ।


4. ପୁରୀର ଆୟତନ କେବେ ?


ଉ . ପାଞ୍ଚକୋଶ ଆୟତନ  ବିଶିଷ୍ଟ ଶଙ୍ଖ ଆକାର କ୍ଷେତ୍ର 


5. ପୁରୀ ସମୁଦ୍ରର ନାମ କ'ଣ ?


ଉ .ମହୋଦଧି  ।


6. ପୁରୀର  ମୁଖ୍ୟ ରାସ୍ତାର ନାମ କ'ଣ ?


ଉ . ବଡଦାଣ୍ଡ 


7. ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ନାମ କଣ ?


ଊ. ଶ୍ରୀମନ୍ଦିର (ବଡ଼ଦେଉଳ ) ।


8. ଜଗନ୍ନାଥଙ୍କ ପ୍ରସାଦକୁ କ'ଣ କୁହାଯାଏ ?


ଉ . ମହାପ୍ରସାଦ ।


9. ଜଗନ୍ନାଥଙ୍କ ବାହୁକୁ କ'ଣ କୁହାଯାଏ ?


ଉ . ଶ୍ରୀଭୁଜ 


10. ପୃଥବୀର ସର୍ବବୃହତ୍ ରଥ ନାମ କଣ ?


ଉ .ଜଗନ୍ନାଥଙ୍କର ନନ୍ଦିଘୋଷ  ରଥ । (ଆକାର ଓ ଉଚ୍ଚତା)


11. ଚାରିଧାମ କ'ଣ ?


ଉ . ଦ୍ବାରିକା (ପଶ୍ଚିମ), ବଦ୍ରିନାଥ (ଉତ୍ତର‌), ରାମେଶ୍ୱର (ଦକ୍ଷିଣ), (ଶ୍ରୀକ୍ଷେତ୍ର) ପୁରୀ (ପୂର୍ବ)


12. ପୂର୍ବେ ପୁରୀର  ପରିସୀମା କ'ଣ ଥିଲା  ?


ଉ .ପୂର୍ବ ଓ ଦକ୍ଷିଣକୁ ବଙ୍ଗୋପସାଗର , ପଶ୍ଚିମ ଓ ଉତ୍ତର  ଦି ଗକୁ ମଙ୍ଗଳା ନା ମିଚି ଆଣି ନଦୀ ।


13. ଶ୍ରୀ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର  ମଧ୍ୟରେ କେଉଁ ନଦୀ  ପ୍ରବାହିତ ହେଉଥିଲା ?


ଉ .ବାଙ୍କିମୁହାଣ ନଦୀ । (ଶରଧାବାଲି ନଦୀର ଗର୍ଭ ଥିଲା)


14. ବାଙ୍କିମୁହାଣ ନଦୀ କେଉଁ ଠାରେ ସମୁଦ୍ରରେ ମିଶି ଥିଲା ?


ଉ . ଚକ୍ର  ନାରାୟଣ  ମନ୍ଦିର ନିକଟରେ । (ଚକ୍ରତୀର୍ଥ)


15. ପୂର୍ବକାଳରେ ରଥଯାତ୍ରା ସମୟରେ ୩ଟି ରଥ କିପରି ନଦୀ ପାରି ହେଉଥିଲେ ?


ଉ. ନଦୀର ଦୁଇ ପାର୍ଶ୍ୱରେ ଦୁଇ ସାରିଏ ରଥ ରହୁଥିଲା । !


16. ଶ୍ରୀମନ୍ଦିର ସ୍ଥାନରେ ପୂର୍ବରେ କେଉଁ ପର୍ବତ ଥିଲା ?


ଉ . ନୀଳଗିରି ପର୍ବତ 


17. ଅଠରନନା ପୋଲ  କେଉଁ ନଦୀ  ଉପରେ ଅବସ୍ଥିତ ?


ଉ .ମଙ୍ଗଳାନଦୀ 


18. ଅଠରନଳା ର  ଏପରି ନାମକରଣ ନାହିଁକି ହୋଇଛି ?


ଉ . ଏହି ପୋ ଲରେ ଅଠର ଗୋଟି ଫୁକାର ଅଛି ।


19. ଅନ୍ତର୍ବେଦୀ କାହାକୁ କୁହାଯାଏ ?


ଉ . ସମୁଦ୍ରଠାରୁ କଳ୍ପବଟ ପର୍ଯ୍ୟନ୍ତ ସ୍ଥାନର  ନାମ I


20. ଜଗନ୍ନାଥଙ୍କର ପ୍ରତିଷ୍ଠାତା କିଏ ?


ଉ . ରାଜା ଇନ୍ଦ୍ରଦୁମ୍ନ 


21. ଜଗନ୍ନାଥ ତତ୍ତ୍ୱର  ମୁଖ୍ୟ ଆଧାର କ'ଣ ?


ଉ . ସର୍ବଧର୍ମ ସମନ୍ବୟ, ସର୍ବସମ୍ପ୍ରଦାୟ, ସର୍ବଜନ କଲ୍ୟାଣ, ସମଦୃଷ୍ଟି ।


22. ଚତୁର୍ଦ୍ଧାମୂର୍ତ୍ତି କାହାକୁ କୁହାଯାଏ ?


ଉ . ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ।


23. କେଉଁ ପୋଥରେ ଶ୍ରୀମନ୍ଦିରର ସବୁଘଟଣାବଳୀ ଲେଖାଅଛି ?


ଉ . ମାଦଳାପାଞ୍ଜି I


24. ମାଦଳାପାଞ୍ଜିର ନାମକରଣ ଯଥାର୍ଥତା କ'ଣ ?


ଉ .ପୂର୍ବେ ଶ୍ରୀମନ୍ଦିରର  ଘଟଣାବଳୀ ତାଳପତ୍ରରେ ଲେଖି ବିଡ଼ାବନ୍ଧା ହୋଇ ମାଦଳା  ଓ ମାର୍ଦ୍ଦଳ  ଆକାରରେ ରଖାଯାଉଥିବାରୁ ଏହାର ଏପରି ନାମକରଣ ହୋଇଅଛି ।


25. ପୁରୀର ପଞ୍ଚତୀର୍ଥ କାହାକୁ କୁହାଯାଏ ?


ଉ. (୧) ମାର୍କଣ୍ଡେୟ ପୋଖରୀରେ ସ୍ନାନ ଓ ମାର୍କଣ୍ଡେୟ ମହାଦେବ ଦର୍ଶନ ।

      (୨) ଅକ୍ଷୟବଟ ଓ ତା ମୂଳରେ ଥିଳା ବଟେଶ୍ଵରଙ୍କୁ ଦର୍ଶନ ।

     (୩) ମନ୍ଦିର ଭିତରେ ଥିବା ଗରୁଡ଼  ଓ ଦିଅଁଙ୍କୁ ଦର୍ଶନ ।

     (૪) ଉଗ୍ରସେନଙ୍କୁ ଦର୍ଶନ କରି ସାଗର ସ୍ନାନ। 

     (୫) ଇନ୍ଦ୍ରଦୁମ୍ନ ସ୍ନାନ ଓ ନୃସିଂହ ସ୍ନାନ ।


26. ପଞ୍ଚଦ୍ୱାରପାଳ ମହାଦେବ କାହାକୁ କହନ୍ତି ?


ଉ . ଲୋକନାଥ, ମାର୍କଣ୍ଡେଶ୍ଵର, ଯମେଶ୍ୱର, କପାଳମୋଚନ ଓ ନୀଳକଣ୍ଠ  ।


27. ଏହି ପଞ୍ଚଦ୍ୱାରପାଳ ମହାଦେବ ଜଗନ୍ନାଥ ଙ୍କର କେଉଁ ଯାତରେ ବିଜେ ହୁଅନ୍ତି ?


ଉ . ଚନ୍ଦନଯାତ ବେଳେ ମଦନମୋହନଙ୍କ ସହିତ ଏମାନେ  ବିଜେ ହୁଅନ୍ତି ।


28. ଲୋକନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?


ଉ . ବଡ଼ଦେଉଳର ପଶ୍ଚିମକୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ ।


29. ରାମାୟଣରେ କେଉଁ ଆଖ୍ୟାୟିକା ଏହା ସହିତ ଜଡ଼ିତ ଅଛି ।


ଉ . ରାମଚନ୍ଦ୍ର ସୀତାଙ୍କ ଉଦ୍ଧାର କରିବା ପାଇଁ ଯିବା ବାଟରେ ଏଠାରେ ଅବସ୍ଥାନ କରି ଶିବ ପୂଜା କରିଥିଲେ ।


30.  କେଉଁଦିନ ଲୋକନାଥଙ୍କର ବଡ଼ ମେଳା ହୁଏ ।


ଉ . ଶିବରାତ୍ରିଦିନ।


31. ଏହି ମନ୍ଦିର କାହା ତତ୍ତ୍ୱାବଧାନରେ ପରିଚାଳିତ ହୁଏ?


ଉ . ଶଙ୍କରାନନ୍ଦ ମଠ ଦ୍ୱାରା  ପରିଚାଳିତ ହୁଏ ।


32. ଲୋକନାଥଙ୍କ ସହିତ ଜଗନ୍ନାଥଙ୍କର କି ସମ୍ପର୍କ ?


ଉ . ଲୋକନାଥ ଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ ।


33. ଲୋକନାଥ ଅନ୍ୟ କେଉଁ ଦିଅଁ ଭାବେ ପୂଜା ପାଆନ୍ତି ।


ଉ . ହରିହର ଭାବେ ।


34. ବର୍ଷସାରା କୋକନାଥ କେଉଁଠାରେ ଥାନ୍ତି?


ଉ. ପାଣିରେ ବୁଡ଼ି ରହିଥାନ୍ତି ।


35. ବର୍ଷର କେଉଁ ଦିନରେ ସର୍ବସାଧାରଣଙ୍କୁ ଦେଖା ଦେଇଥାଆନ୍ତି?


ଉ . ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀଦିନ ।


36. ମାର୍କଣ୍ଡେଶ୍ଵରଙ୍କର ସହିତ କେଉଁ ପୌରାଣିକ ଆଖ୍ୟା ଜଡ଼ିତ ?


ଉ . ମହାପ୍ରଳୟ କାଳରେ ନାରାୟଣଙ୍କଠାରୁ ମାର୍କଣ୍ଡେୟ ମୁନି ବରଲାଭ କରି ପ୍ରଳୟ ପରେ ଏଠାରେ ଶିବଙ୍କୁ ପୂଜା କରିଥିଲେ ।


37. ମୁନି ହରିଙ୍କର ଯେଉଁ ଗର୍ତ୍ତ  କରିଥିଲେ ତା'ର ନାମ କ'ଣ ?


ଉ . ମାର୍କଣ୍ଡେୟ ପୁଷ୍କରିଣୀ 


38. ଏହି ପୁଷ୍କରିଣୀରେ ସ୍ନାନ କରି ମହାଦେବ ଦର୍ଶନ କଲେ କେଉଁ ଫଳ ପ୍ରାପ୍ତି ହୁଏ ?


ଉ .ଅଶ୍ଵମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ ।


39. ଏହି ପୁଷ୍କରିଣୀରେ ଜଗନ୍ନାଥଙ୍କର କେଉଁ ଉତ୍ସବ ପାଳିତ ହୁଏ?


ଉ. କାଳୀୟଦଳନ ଉତ୍ସବ


40, କପାଳମୋଚନ ମନ୍ଦିର  କେଉଁଠାରେ ଅବସ୍ଥିତ ?


ଉ .ବଡ଼ଦେଉଳର ଦକ୍ଷିଣଦ୍ୱାର ନିକଟରେ ।


41. ଏହି ମନ୍ଦିର ଶଙ୍କକ୍ଷେତ୍ରର କେଉଁ ସ୍ଥାନରେ ଅବସ୍ଥିତ ?


ଉ . ଶଙ୍ଖର ଦ୍ଵିତୀୟବର୍ତ୍ତରେ  ।


42. କପାଳମୋଚନଙ୍କୁ ଦର୍ଶନ କଲେ କେଉଁ ଫଳ ପ୍ରାପ୍ତି ହୁଏ ?


ଉ . ବ୍ରହ୍ମହତ୍ୟା  ପାପ ଦୂର ହୁଏ


43. ଯମେଶ୍ବରଙ୍କର ଏପରି ନାମକରଣ କାହିଁକି ରଖାଯାଇଛି ?


ଉ . ପୁରୁଷୋତ୍ତମ କ୍ଷେତ୍ରରେ ଯମଙ୍କ ଆଧିପତ୍ୟ ନ ଥିବାରୁ କ୍ଷେତ୍ରକୁ  ମହାଦେବ  ଯମଙ୍କ ପ୍ରଭାବରୁ ରକ୍ଷା କରୁଛନ୍ତି ।


44. ଏହି ମନ୍ଦିର କେଉଁଠାରେ ଅବସ୍ଥିତ ?


ଉ .ହରଚଣ୍ଡି ସାହିର ଦକ୍ଷିଣରେ ଚଟକ ପାହାଡ଼ତଳେ ଅବସ୍ଥିତ ।


45. ଏହି ମହାଦେବଙ୍କୁ ଦର୍ଶନ କଲେ କେଉଁ ଫଳ ପ୍ରାପ୍ତି ହୁଏ ?


ଉ . ଯମଭୟ ଦୂର ହୁଏ ।


46. ନୀଳକଣ୍ଠେଶ୍ଵର ମନ୍ଦିର କେଉଁଠାରେ ଅବସ୍ଥିତ ?


ଉ . ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ କୂଳରେ ଅବସ୍ଥିତ ।


47, ଶଙ୍ଖକ୍ଷେତ୍ରରେ କେଉଁ ଭାଗରେ ନୀଳକଣ୍ଡେଶ୍ଵର ଅବସ୍ଥାନ କରନ୍ତି ?


ଉ .ଅଗ୍ରଭାଗରେ ।


48. . ମାଉସୀମାଆଙ୍କ ମନ୍ଦିର କେଉଁଠାରେ ଅବସ୍ଥିତ ?


ଉ .  ବଡ଼ଦେଉଳ ଓ ଗୁଣ୍ଡିଚାବାଡ଼ି ମଝିରେ ବଡ଼ଦାଣ୍ଡର ପୂର୍ବ କଡ଼ରେ ଅବସ୍ଥିତ ।


49. ମାଉସୀମାଆଙ୍କର ଅନ୍ୟନାମ କ'ଣ ?


ଉ . ଅର୍ଦ୍ଧଶନୀ ଦେବୀ  


50. ରଥଯାତ୍ରା  ସହିତ ମାଉସୀମାଆଙ୍କ କି ସଂପର୍କ ?


ଉ . ରଥଯାତ୍ରା ସମୟରେ ଠାକୁରମାନେ ଏଠାରେ କିଛି ସମୟ ରହି ପୋଡ଼ପିଠା ଭୋଗ ପାଆନ୍ତି ।












୧୦୩ ଭଗବାନ ବିଷ୍ଣୁଙ୍କୁ ଦାକୁ ରୂପରେ କାହା କରିବାକୁ ରାଜାଙ୍କୁ ନାଗତ କି ଉପଦେଶ ଦେଇଥିରେ ?


ଅନୁମେଧପକ କରିବାକୁ ।


୧୪. ଜଗନ୍ନାଥଙ୍କ ପୂର୍ବକୁ ଇନ୍ଦ୍ରଦ୍ୟୁମ୍ନ କେଉଁ ଦେବତାଙ୍କୁ ପୁରୁଷୋତ୍ତମ କ୍ଷେତ୍ରରେ ସ୍ଥାପନା


to୫.ସକ୍ତ ପୁଷ୍କରିଣୀ କିପରି ସୃଷ୍ଟି ହେଲା ?


ଡ.ଅଶ୍ଵମେଧଯଜ୍ଞରେ କୋଟି କୋଟି ଧେନୁଙ୍କର ପାଦ ଶୁଳାରେ ସୃଷ୍ଟି ଗର୍ଭ ପୁଷ୍କରିଣୀରେ ପରିଣତ ହେଲା ।


୧୦୬. ଦାରୁ କେଉଁଠାରେ ରଖାଯାଇଥିଲା !


Q. ମଳା ବେଦୀ ଉପର (ଗୁଣ୍ଡିଚାଘର)


୧୦୭ ଠାରୁରେ କିଏ ଦିଅଁ ନିର୍ମାଣ କରିଥିଲେ ?


교 ସ୍ୱୟଂ ବିଷ୍ଣୁ ବୃଦ୍ଧ ବଢ଼େଇ ରୂପରେ ତିଆଁ ନିର୍ମାଣ କରିଥିଲେ ।


୧୦୮ ଦିଅଁ ନିର୍ମାଣ କେତେ ଦିନ ଲାଗିଥିଲା ?


es c০।


୧.୦୯.ବାକୁରେ କେଉଁ କେଉଁ ତିଥି ନିର୍ମାଣ କରାଯାଇଥିଲା ?


요 ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ।


୧୧୦ ସିଂହାସନରେ ଥିବା ସପ୍ତତିଙ୍କ ନାମ କ'


3. ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଶ୍ରୀଦେବୀ, ଭୂଦେବୀ, ମାଧବ ।


୧୧.୯.ଦିଅଁ ପ୍ରତିଷ୍ଠା ପାଇଁ ରାଜା କ'ଣ କରିଥିଲେ ।


2.ପ୍ରତିଷ୍ଠା ପାଇଁ ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକକୁ ସମନ କରିଥିଲେ ।


୧୧୨.ଇନ୍ଦ୍ରଦ୍ୟୁମ୍ନ କାହା ସହିତ ବ୍ରହ୍ମଲୋକକୁ ଗମନ କରିଲେ 1


2. ନାରଦଙ୍କ ସହିତ ।


୧୧୩. ବନ୍ସଲୋକରେ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରି ଫେରିବାକୁ କେତେ ସମୟ ଲାଗିଥିଲା ?


2. ୬୧ଟି ଯୁଗ ।


୧୧୪.ଇନ୍ଦ୍ରଦ୍ୟୁମ୍ନ ଫେରି ଆସି କ'ଣ କରିଥିଲେ ?


2. ମନ୍ଦିରରେ ପୂଜା ପାଉଥିବା ମାଧବଙ୍କୁ ମନ୍ଦିରରେ ପଶ୍ଚିମରେ ସ୍ଥାପନ କରି ସିଂହାସନରେ ସାତ ଦିଅଁଙ୍କୁ ସ୍ଥାପନ କରିଥିଲେ ।

୧୧. ବର୍ତମାନ ସେହି ମାଧବମୂଛି କେଉଁଠାରେ ପୂଜା ପାହାରି !


9.


୧୧୬. ସାରନ ମନ୍ଦିରରୁ ଲେଉଁଠାରୁ ଉଦ୍ଧାର କରିଥିଲେ I


୧୧୮. ମନ୍ଦିର ଓ ବିଗ୍ରହଙ୍କୁ କିଏ ପ୍ରତିଷ୍ଠା କରିଥିଲେ !


୧୧୯. ଜଗନ୍ନାଥଙ୍କ ଜନ୍ମଦିନ କେବେ ?


5. କୋଷ୍ଠପୂର୍ଣିମା । (ସ୍ନାନ ପୂର୍ଣିମା)


୧୬୦ ଜଗନ୍ନାଥଙ୍କୁ ପ୍ରତିଷ୍ଠିତ କରାପରେ ଇନ୍ଦ୍ରଦ୍ୟୁମ୍ନ କ'ଣ କରିଥିଲେ ?


ଶ୍ଵେତବଂଶୀୟ ରାଜା ଗାଇନଙ୍କୁ ମନ୍ଦିର ସମର୍ପଣ କରି ବ୍ରହ୍ମଲୋକଙ୍କୁ ଗମନ କରିଥିଲେ ।


୧୨୧ ବିଶ୍ଵାବସୁ ଶବ୍ଦରଙ୍କ ବଂଶଧର କିଏ ?


11550


୧୨୨. ବିଦ୍ୟାପତିଙ୍କ ବଂଶଧର କିଏ ?


ବ୍ରାହ୍ମଣ ପୂଜକ ପତି ମହାପାତ୍ର ।


୧.୨୩. ବିଦ୍ୟାପତି ଓ ଲଳିତାଙ୍କ ବଂଶଧରଙ୍କୁ କ'ଣ କୁହାଯାଏ ?


20 ଶୁଦ୍ଧ ସୁଆ0 1


୧୭୪.ଇନ୍ଦ୍ରଦ୍ୟୁମ୍ନ ପ୍ରଭୁଙ୍କୁ କେଉଁ ବିଶେଷ ବର ମାଗିଥିଲେ ।


ଉ. ତାଙ୍କ ବଂଶରେ କେହି ସନ୍ତାନ ନ ରହିବାକୁ ।

ଶ୍ରୀମନ୍ଦିରର ବେଢ଼ା ପରିକୁମା


୧୨୫. ଅରୁଣରମ କେଉଁ ମନ୍ଦିରକୁ ଯାଇ ?.


ευνας πέος 1 έπαι


fta geran sad GENO TO T


१० १९।


୧୨୯, ଅରୁଣ ଆକାର କିପରି ?


to otees alter tags are boo


୧୩୦ ଅନ୍ତ୍ରଣ ମହା ଉପରେ କାହାର ମୂର୍ତ୍ତି ଅଛି ।


ଅରୁଣଙ୍କ ମୂର୍ତ୍ତି ।


୧୩୯, ଶ୍ରୀମନ୍ଦିରର ଚାରିପାଖ ପଡ଼େଡିସ ନାମ କ'ଣ


SPORIO DIGGO (O໐)


R ପୂର୍ବ ଘଟ କାନ୍ଥ ୬୪୪ ଫୁଟ ଓ ଦକ୍ଷିଣ ପଟ ନାଡୁ ୨୬୫ ପୂRI


୧୩୩. ଶ୍ରୀମନ୍ଦିର କ୍ଷେତ୍ରର ଆୟତନ କେତେ ?


ପ୍ରୟ ୧୦ ଏକର


୧୩୪, ମେଘନାଦ ପାଚେରୀ କେଉଁ ପଥରରେ ନିର୍ମିତ ?


୧୩୫, ମେଘନାଦ ପାଚେରୀର ଉଚ୍ଚତା କେତେ ?


R ସରାହାରି ୨୬ ଫୁଟ୍ ।


୧୩୬. ମେଘନାଦ ପହେଲାର ଜରଡ଼ା କେତେ Y


9. ୧୯ ଫୁଟ ଉଚ୍ଚତା ଯାଏ ଚଉଡ଼ା ୬ ଫୁଟ୍ ଓ ତା' ଉପରକୁ ଚଉଡ଼ା ୩ ଫୁଟ ।


୯୩୭, ମେଘନାଦ ପାଚେରୀ କିଏ ନିର୍ମାଣ କରିଥିଲେ ?


R ରାଜା କପିଳେନ୍ଦ୍ରଦେବ ।

ଚାଖିଲେଟି ପୂଜ । ପୂର୍ବ ସିଂହର, ପଶ୍ଚିମ କାଠହାର, ଜଳକ କାର୍ଯ୍ଯର,


ga too go


Pre. Cogn କରକା ମଧ୍ୟରେ ଥିବା କୋରାହାରର ଆଲୋଚନ କେତେ


୧୪୩. ସିଂହଦ୍ଵାର ଗୁମୁଟିଭିତର ପଶ୍ଚିମ ଜାଙ୍ଗରେ ଥିବା ଜଗନ୍ନାଥଙ୍କ ମୂର୍ତ୍ତିଙ୍କ ନାମ


୧୪୪, ପତିତପାବନ ମୂର୍ତ୍ତିଙ୍କୁ କିଏ ନିର୍ମାଣ କରାଇଥିଲେ ?


ers. of ext extreme polite cow goes one 49788


ସିଂହର ଭିତରେ ସୁଦ୍ଧା ପତିତପାଳନ ରୂପରେ ।


୧୪୬, ସିଂହଦ୍ଵାର ଅତିକ୍ରମ କଲେ ଯେଉଁ ପାହାଚ ପଡ଼େ ତାକୁ କ'ଣ କହନ୍ତି ?


ନାଇଶି ପାହାଚ । (ମୁଖଶାଳା ଓ କୁର୍ମକେଡ଼ା ମଧ୍ୟରେ ୫୦ଟି ଓ ରଖିରକୁ ଆନନ୍ଦବକାର ଦିଗକୁ " ଟି. ପାହାଚ)


୯୪୭, ବାଇଶି ପାହାଚ କେଉଁ ପଥରରେ ନିର୍ମିତ Y


କଳଳମାଳା ପଥର ।


୧୪୮. ଶ୍ରୀମନ୍ଦିରର କେଉଁଠାରେ ପିତୃଲୋକଙ୍କୁ ଶ୍ରାଦ୍ଧ ଦିଆଯାଏ 2


9. ବାଇଶି ପାହାଡ ଉପରେ


EXC. ବାହାଣି ମଣ୍ଡପ ବେଉଁଠାରେ ଅବସ୍ଥିତ ?


ବାଉଶି ପାହାଚର ଦକ୍ଷିଣକୁ


୨... ଜଗନ୍ନାଥ କଥା (ପ୍ରଥମ ଭାଗ)


୧୫୦. ଡାହାଣି ମଣ୍ଡପ ନାମକରଣର ଯଥାର୍ଥତା କ'ଣ ?


ବାହୁଡ଼ାତ ଶେଷ ଦିନ ଲକ୍ଷ୍ମୀ ଚାହାଣୀମଣ୍ଡପରୁ ଜଗନ୍ନାଥଙ୍କୁ ରଥରେ ଦର୍ଶନ


କରିଥାଆନ୍ତି ।


୧୫୧. ଭିତରବେତା (ଜୁର୍ମଦେଢ଼ୀ) ବାହାକୁ କୁହାଯାଏ ?


ମେଘନାଦ ପାଚେରୀର ପଛରେ ଥିବା ପାଚେରୀ ଓ ମନ୍ଦିର ମଧ୍ୟରେ ଥିବା ଜାଗା ।


୧୫୨, ଭିତରଚେଡ଼ା ପାଚେରୀର ଉଚ୍ଚନା କେବେ ?


୧୫୩, ଏହି ପାଚେରୀର ସୋଇ ନେତେ ?


९७.९।


୧୫୪, ଭିତରଚେଡ଼ା ପାଚେରୀ କେଉଁ ପଥରରେ ନିର୍ମିତ ?


G.


୧୫୫. ଭିତରଦେହୀ ପାଚେରୀ କିଏ ନିର୍ମାଣ କରାଇଥିଲେ ?


ରାଜା ପୁରୁଷୋତ୍ତମଦେବ । (g. ୧୪୭୦)


୧.୫.୬. ଭିତରବେଢ଼ା ପାଚେରୀରେ କେତେଗୋଟି ଗ୍ରାଗ ଅଛି ?


ଦ୍ବାଗ । ମେଘନାଦ ପାଚେରୀଲ ୪ ଚାରିବାର ସବୁଖରେ ଚାରିଫୁଲ ଆନନ୍ଦବକାରକୁ ବ୍ଳକ ଓ ରୋଷଘର ଦ୍ଵାର |


୧୫୭. ବାହାରବେଢ଼ା କାହାକୁ କୁହାଯାଏ ?


교 ମେଘନାଦ ପାଚେରୀ ଓ ଭିତରନେଡ଼ା ପାଚେରୀ ମଧ୍ୟରେ ଥିବା ଅଞ୍ଚଳ |


୧୫୮, ଭିତରଚେଡ଼ା ଜଟାଣ ଓ ବଡ଼ଦାଣ୍ଡ ମଧ୍ୟରେ ଉଚ୍ଚତା କେତେ ?


ெ १० ४।


୧୫୯. ଦୁର୍ମ ଦେହା ଦ୍ଵାର କାହାକୁ କୁହାଯାଏ ?


9. ଶ୍ରୀମନ୍ଦିରର ସିଂହପୁର ଦେଇ ବାଇଶିପାହାଡ ପରେ ଭିତର ବେଢାର ଦ୍ଵାର ।


୧୬୦ କୂର୍ମବେତା ଦ୍ବାର କେଉଁ ପଥରରେ ନିର୍ମିତ ?


9.


୧୬୧. ଶ୍ରୀମନ୍ଦିର କିଏ ନିର୍ମାଣ କରିଥରେ ?


2 ଚୋଳଗଙ୍ଗ ଦେକ ଏବଂ ଅନଙ୍ଗଭୀମଦେବ ।


୧୬୨. ଶ୍ରୀମନ୍ଦିରର ଉଚ୍ଚତା କେତେ ?


ବଡ଼ବାଣ୍ଡ ଭାଷା ଉପରୁ ୨୧୪ ଫୁଟ୍ । କିନ୍ତୁ ମନ୍ଦିରର ପ୍ରକୃତ ଉଚ୍ଚତା ୧୯୪ ଫୁଟ୍ । (ଭିତର ବେଢ଼ାଠାରୁ)


୧.୦୩. ଶ୍ରୀମନ୍ଦିର କେଉଁ ପଥରରେ ନିର୍ମିତ ?


(500255) 500 1815555


୯୬୪, ଶ୍ରୀମନ୍ଦିର ପ୍ରଧାନତଃ ଜେତେ ଭାଗରେ ବିଭନ୍ତୁ ?


ανθαστα


(2) αφέτα () (१), (বা)


ศรราລົດ, (४) επεισο


୧୬୫, ତିନିଠାକୁର ନିଜେ କରିଥିବା ଗୁହକୁ କ'ଣ ତୁହାଯାଏ ?


(০৬)।


apo


୧.୬.୬. ଗର୍ଭଗୃହର ଆୟତନ କେବେ ?


1345. ରତ୍ନସିଂହାସନ କେଉଁ ପଥରରେ ତିଆରି ?


Q କାଳ ମୁଗୁନିପଥକଲେ । 14


୧୬୯, ରତ୍ନସିଂହାସନର ଆୟତନ କେତେ ?


25 ଇମ୍- ୧୭ ଫୁଟ ଓସାର - ୭ ଫୁଟ ଉଚ୍ଚତା - ୫ ଫୁଟ ।


୧୬୦ ରତ୍ନସିଂହାସନ ଉପରେ ଏବା ୩ଟି ପିଶିର ଆକାର ଦେବେ ? ତିନିଗୋଟି ଗୋଲାକାର ପିଣ୍ଡିର ଗୋଲେକ ଏହିପତି – ଜଗନ୍ନାଥ -


ପ୍ରତିପିଣ୍ଡିର ଉଚ୍ଚତା ୬ ଫୁଟ ।


୧୭୧. ଇତ୍ନସିଂହାସନ ତିନିପଟେ ଥିବା ରାସ୍ତାର ଉଚ୍ଚତା ନେବେ ?


99 219 10 1


୧୭୨. ରତ୍ନ ସିଂହାସନ ଉପରେ କେଉଁ କେଉଁ ଦିଅଁ ବିଜେ କରନ୍ତି ?


ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଶ୍ରୀଦେବୀ, ଭୂଦେବୀ ଏବଂ ମାଧକ ।


୧୭୩. ତିନିଠାକୁର କେଉଁ ଧାତୁରେ ନିର୍ମିତ ?


ନିମ କାଠରେ ।


୧୭୪. ଦିଅଁମାନଙ୍କ ବିଗ୍ରହ ଜେତେ ପରିବର୍ତ୍ତନ ହୁଏ ?


Q ଜଳଜଳେବର ସମୟରେ ।


୧୭୫. ତିନିଦିଅଁଙ୍କ ଉଚ୍ଚତାର ସେତେ ?


খুব মাছ (আদর)


୧୭୬, ତିନି ବିଧ‌ିଙ୍କ ସେ କିପରି Y



ଜଗନ୍ନାଥ କଳା, ଦଳରନ୍ତୁ - ଧନା, ସୁଦ୍ଧା ଦିଆ। ୯୭୬, ଜଗନ୍ନାଥ ପିନ୍ଧିଥିବା ପାଟର ଆୟତନ କେତେ 7


ଦିଅଁମାନଙ୍କ ଜନ୍ମ ଦେଷ୍ଟନ କରୁଥିବା ମାଳା ।


୧୭୯. ପଣକମାଳା କାହାକୁ କୁହାଯାଏ ?


ଦିଅଁମାନଙ୍କ ବାଙ୍କତୃତୁ୍ୟକୁ ପାଦଯାଏ କରିଥିବା ମାଳା । ଜଗନ୍ନାଥ, ବଳ ଏବଂ ସୁଭଦ୍ରାଙ୍କ ପାଇଁ ପଞ୍ଚାକ୍ରମେ ୧୬, ୧୪ ଓ ୧୨ ଜଳ ସମା । (ଏହି ମାଳ ତୁଳସୀ ପତ୍ର ଓ ଫୁଲରେ ତିଆରି) ।

୧୮୦. କଳାହାଟ ଦ୍ବାର କାହାକୁ କୁହାଯାଏ ?


요 ରତ୍ନସିଂହାସନ ପୂର୍ବପଟରେ ଗର୍ଭଗୃହରେ ଦ୍ଵାରକୁ । ୧୮୧, ଘୋଖରିଆ କାହାକୁ କୁହାଯାଏ ।


ରତ୍ନ ସିଂହାସନ ଓ କଳାହାଜ ମଧ୍ୟରେ ଥିବା ଜାଗା ।


요 ସର୍ବସାଧାରଣ ଏହି ସମୟରେ ରତ୍ନ ସିଂହାସନକୁ ପ୍ରଦକ୍ଷିଣ କରିପାରିବେ ।


୧୮୩. ଦିଅଁଙ୍କ ଉତ୍ସବଳୀ କେଉଁଠାରେ ଗବେ ?


ଗର୍ଭଗୃହ ସଂଲଗ୍ନରେ ଭିତର ଜଶର ଓ ବାହାର ଭଣ୍ଡାରରେ ରହେ ।


୮. ବାହାର ର ଦାୟିତ କାହାଉପରେ ଥାଏ


୧୮୫, ଭିତର ଶାନର ବାଦି କାହା ପାଖରେ ଥାଏ ?


2. ଗୋଟିଏ ନାନି ଗଜପତିଙ୍କ ପାଖଲେ ଓ ଅନ୍ୟଟି ମନ୍ଦିର ପ୍ରଶାସନଙ୍କ ଗସିପ୍‌ରେ


୧୮୬. ଜଗମୋହଳ କାହାକୁ କୁହାଯାଏ ?


ଗର୍ଭଗୃହ ସଂଲଗ୍ନ ପୂର୍ବଦିଗକୁ ଯେଉଁ ପ୍ରଶସ୍ତ ଗୁହ ଅଛି ଯାହାକୁ ଜଗମୋହନ


rappo


sat in namo come to pe (90) T 12 1600 1


good gandra aaz, me, or design ozone eg


та


3 Dob Bisla


ଜଗମୋହନ ଓ ରୋଗମଣ୍ଡପର ମଧ୍ୟବର୍ତ୍ତି ମନ୍ଦିର ନାଟମନ୍ଦିର ।


ଏହା ମାନ‌ଙ୍କ ପାଇଁ ନୃତ୍ୟ ପରିବେଷଣ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ହୋଇଥିବାରୁ


ເຄລທີ?


ଏହି ନାମ ଦିଆଯାଉଛି ।


7


୧୬ ଗୋଟି ।


୧୯.୬. ନାଟମନ୍ଦିର କିଏ ନିର୍ମାଣ କରିଥିଲେ ?


ଦ୍ଵିତୀୟ ମୁରୁଦେବ । GL


୧୯୭. ଉଜୁଡ଼ସ୍ତମ କେଉଁଠାରେ ଅବସ୍ଥିତ ?


2 ନାଟମନ୍ଦିରର ପୂର୍ବରେ ଓ ଭୋଗମଣ୍ଡପ ସମ୍ମୁଖରେ ।


୯୯୮. ଗରୁଡ଼ମ ଓ ରତ୍ନସିଂହାସନ ମଧ୍ୟରେ ଦୂରତା କେତେ ?


ab #62


1980 ଶ୍ରୀ ଜଗନ୍ନାଥ କଥା (ପ୍ରଥମ ଭାଗ)


୧୯୯. ଗରୁଡ଼ ସ୍ତମଣ ରଜତା କେତେ ?


R १० १०।


୨୦୦ ଗରୁଡ଼ ସ୍ତମର ଶୀର୍ଷରେ ଥିବା ଗରୁଡ ମୂର୍ତି କେଉଁଥିରେ ତିଆରି ?


9. କଳାମୁଗୁନିପଥର ।


୨୦୧. ଗରୁଡ ସେନାପାଇଁ ନିଯୋଗ ସେବକଙ୍କୁ କ'ଣ କୁହାଯାଏ ?


ଗରୁଡ଼ ସେବକ ତଥା ଚୂନରା ସେବଳ । GL


୨୦୨. ଭୋଗମଣ୍ଡପ କାହାକୁ କୁହାଯାଏ ?


ନାଟମନ୍ଦିରର ପୂର୍ବରେ ଥିବା ସ୍ଥାନୀର ନାମ ଭୋଗମଣ୍ଡପେ | ୨୦୩, ଭୋଗମଣ୍ଡପର ଏପରି ନାମ କାହିଁକି ଦିଆଯାଉଛି ?


ଏଠାରେ ଦିଅଙ୍କୁ ଛତ୍ର ଭୋଗ ଅର୍ପଣ କରାଯାଏ ।


୨୦୪. ଭୋଗମଣ୍ଡପରେ ଅର୍ପଣ ହେଉଥୁବ ଭୋଗର ନାମ କ'ଣ ?


. ଛତୁଭୋଗ ବା ଇଅଣ୍ଡ ।


୨୦୫. ଭୋଗମଣ୍ଡପ କେଉଁ ପଥରରେ ତିଆରି 7


ଶାଣପଥର ।


୨୦୬. ରୋଗମଣ୍ଡପର ଆପତନ କେତେ 7


2 ଲମ୍ବ ଓ ପ୍ରସ୍ଥ ୪୪ ଫୁଟ୍ ।


୨୦୭, ଭୋଗମଣ୍ଡପ କିଏ ନିର୍ମାଣ କରିଥିଲେ ?


ପୁରୁଷୋତ୍ତମଦେବ ।


୨୦୮ ନାଟକୁ କାହାକୁ କୁହାଯାଏ ?


ଶ୍ରୀମନ୍ଦିର ଶୀର୍ଷରେ ଥିବା ଚକ୍ରକୁ ନୀଳଚକ୍ର କୁହାଯାଏ । ଏହା ନିଷ୍ଣୁଙ୍କ ସୁଦର୍ଶନ ଚକ୍ର ରୂପେ ଧରାଯାଏ ।


୨୦୯. ନୀଳଚକ୍ର ଶ୍ରୀମନ୍ଦିରକୁ କିପରି ସୁରକ୍ଷା ଦିଏ ?


ଏହା ଅଷ୍ଟଧାତୁରେ ନିର୍ମିତ ହୋଇଥିବାରୁ ମନ୍ଦିରକୁ ବଜ୍ରପାତରୁ ରକ୍ଷା ଳଗେ । ୨୧୦, ନାଳନକୁ ତିଆରି ହୋଇଥିବା ଅଷ୍ଟଧାତୁର ନାମ କ'ଣ ?


जि. ଲୁହା, ସୁନା, ରୂପା, ତମ୍ବା, ପିତ୍ତଳ, ରଙ୍ଗ, କିଙ୍କ୍, ସାମା ଓ ପାରଦ ।


୨୧:୧. ଶ୍ରୀମନ୍ଦିରକୁ ବଜ୍ରପାତରୁ ରକ୍ଷାପାଇବାକୁ ଳି ବ୍ୟବସ୍ଥା ଅଛି ?


ନୀଳଚକ୍ର ବ୍ୟତୀତ ଏହାସନ ସଂଯୁଗ ୨୫୦ ଫୁଟ ଗଲା ୪ ୧୮୨ ଇଞ୍ଚ ଓସାରର ତମ୍ବାପାଡିଆ ବିମଳାଙ୍କ ମନ୍ଦିର ପାର୍ଶ୍ୱ କୂଅମଧ୍ୟକୁ ଯାଇଛି ।


R


one only me que ego cly to go sprea ସଂଯୋଗ କରିଛି ୧.୧୦ ଫୁଟ୍ ଲମ୍ବର ଆଠକୋଟି ଆଉ ।


11. ନାଳଦକୁ ସହ ସଂଯୁକ୍ତ ଚାଉଁଶର କାମ କେତେ ?


요 ४०५९।


918. 88 ICON GEN PRION


୨୧.୬. ନୀଳକୁ କିପରେ ଅଦା ପତାନାଳ କ'ଣ କୁହଯାଏ ?


୨୧୬, ପତିତପାଦନ ଚାନାଲ ଆକୃତି କିପରି ?


ଏହା ତ୍ରିଭୂଜାକାଳ, ମଝିରେ ପୂର୍ବମୁହାଁ ବଙ୍କିମଚନ୍ଦ୍ର ଏବଂ ତା ମଧ୍ୟରେ ସୂର୍ଯ୍ୟଙ୍କ


୧୮. ପତିତପାବନ ବାନା କେଉଁ ରଙ୍ଗ ବନାରେ ତିଆରି ?


ଡାଳି, ଧଳା ବା ହଳଦିଆ


୨.୧୯. ଗୋଟିଏ ପତିତପାବନପ ଦାନା ଜନ୍ମ ଉପରେ କେତେଦିନ ରହେ ?


ପ୍ରତ୍ୟେକ ଦିନ ବାନା ବଦନା ହୁଏ । ଦିନକୁ ହାରାହାରି ୫ଟି ଚୀନା ବନ୍ଧା ९०।


୨୨୦. ସବୁଠାରୁ ଚର୍ଘବାନାଜ ନାମ କଣ ?


ପାଡ଼ୁକଖୁଆ ନାଳା । ଏହା ନାଳକକୁ ଉପରୁ ବଡ଼ଦେଜଳର ଉତ୍ତର ପାର୍ଶ୍ଵରେ ଥିବା ପାତ୍ରତା କୁଣ୍ଡଯାଏଁ ସମିଥାଏ । ଏହାର ଦୈର୍ଘ୍ୟ ୧୩୦ ହାତରୁ ୧୫୦ ହାତ ପର୍ଯ୍ୟନ୍ତ ।


११९, grise δία απει τόσο τ


ମାଦଳାପାଞ୍ଜି ଅନୁଯାୟୀ ଖ୍ରୀ.୧.୧୯୬ରେ ଅନଙ୍ଗଭୀମ ଦେବ ବର୍ତ୍ତମାନର ଶ୍ରୀମନ୍ଦିର ନିର୍ମାଣ କରାଇଥିଲେ ।


୨୨୨. ସତ୍ୟନାରାୟଣ ମନ୍ଦିର କେଉଁଠାରେ ଅବସ୍ଥିତ ।


ଭିତରଦେବୀର ଦକ୍ଷିଣଦିଗକୁ । R


# * # ଶ୍ରୀ ଜଗନ୍ନାଥ କଥା (ପ୍ରଥମ ଭାଗ)


ణ 7


13% ସତ୍ୟନାରାୟଣ ମୁର୍ତି କେଉଁ ପଥରରେ ତିଆରି


କଳା ମୁଗୁନିପଥରେ । R


R ସତ୍ୟନାରାୟଣ ତତ୍କଳ ଜନାର୍ଦନ ପୂର୍ତ୍ତି ।


୨୬. ଅଗ୍ନିଶ୍ବର ମହାଦେବ କେଉଁଠାରେ ଅବସ୍ଥିତ ?


ଭୋଗମଣ୍ଡପରୁ ପାକଶାଳା ପର୍ଯ୍ୟନ୍ତ ସାଲାର ଅଗ୍ନେୟ ରେ ଅବସ୍ଥିତ ।


୬.୨୬, ତାଙ୍କର ଏପରି ନାମକରଣ କାହିଁକି ହୋଇଛି ?


ଏହି ମହାଦେବ ପାକଣାସ ଅଗ୍ନି କରନ୍ତି ।


୨୬୮. ମନ୍ଦିରର କୋଷଘର କେଉଁଠାରେ ଅବସ୍ଥିତ ?


R ମନ୍ଦିରର ଦକ୍ଷିଣପୂର୍ବ କୋଣରେ ତାହାର ବେଢ଼ରେ ।


ଏହା ପୃଥିବୀମ ବୃହସମ୍ ରୋଷଘର ।


୨୩୦. ଏଠାରେ କେତେକଣଙ୍କ ପାଇଁ ରୋଷେଇ କରିବାର ବ୍ୟବସ୍ଥା ଅଛି ।


ପ୍ରାୟ ଏକକଣ୍ଠ ଲୋକଙ୍କ ପାଇଁ ।


୨୩୧. ଗୋଷଘନା କର । ପାକକାର ରକ୍ଷନ ତାହାକୁ କୁହାଯାଏ


ଗଣେଷଙ୍କୁ ଲୋଷଘରର ଭଣ୍ଡାଳ ଓ ପାକଶାଳାର ରକ୍ଷକ ବୋଲି କୁଟାଯାଏ ରୋଷଘରର ଦ୍ୱାର ମୁହଁରେ ଗଣେଶଙ୍କ ଏକ ମୂର୍ତ୍ତି ପୂଜା ପାଉଛନ୍ତି ।


୨୩୨. କୋଷଘର ଅଗ୍ନିକୁ କ'ଣ କୁହାଯାଏ ।


୨୩୩, ରୋଷଘରେ କେତେପ୍ରକାର ଅନୁ ହୁଏ 7


୪ ପ୍ରକାର । ମାନୀ ଅନ୍ନ, କ୍ଷୀଭାନୁ, ବଧୁଅନ୍ତି, ଶୀରକ ଅନ୍ତି ।


୨୩୪. ରୋଷରରେ କେତେ ପ୍ରକାର ପାକ ହୁଏ ?


ଚାରିପ୍ରକାର । କାମପାଳ, ନଳପାଳ, ସୌରୀପକ, ମୌଲାପାଳ ।


୨୩୫. କୋଷଗରର ଆୟତନ କେତେ ?


4- ୧.୫୦ ଫୁଟ, ସେଇ - ୧୦୦ ଫୁଟ


୨୩:୬. ଏଠାରେ ଗୋଷେଇ କରୁଥିବା ସେବଳଙ୍କୁ ୧'ଣ କୁହାଯାଏ ?


ସୁଧାର ବା ସୁପକାର ।


ଶ୍ରୀ


୬୩୭. ଏହି ରୋଷଘରେ ଦୈନିକ କେତେ ଭୋଗ ହୋଗ ପ୍ରସ୍ତୁତ କହନ୍ତି ।


୫୩୮. କେତେ ପ୍ରକାର ବୁଝିରେ ଭୋଗ ରନ୍ଧାଯାଏ ?


R


୨୩୯, ଅଳିଆ ଗୁରିରେ କଣ ହୁଏ ?


ଏହି ଟୁଲିରେ ସବୁପ୍ରକାର ଜାକି, କରକାରୀ ରନ୍ଧାଯାଏ ।


୭୪୦, ଘୋଷଣାନାର ଦାୟିତ୍ଵ କାହା ଉପରେ ନ୍ୟସ୍ତ ଥାଏ ।


ରୋଷ ଅମାନ ରୂପରେ ।


୬.୪୧. ରୋଷେଇ ପାଇଁ କେଉଁଠାରୁ ପାଣି ଆସେ ?


9. ରୋଷଶାଳା ପରିସରରୁ ସଙ୍ଗା ଯମୁନା ନାମକ ଦୁଇ କୂପରୁ ।


୨୪୬. ଏହି ନୂଆ ଦୂର କେଉଁଠାରେ ଅବସ୍ଥିତ ?


ด. ରୋଷଶାଳାର ଇରର ପୂର୍ବ ଓ ଜରର ପଶ୍ଚିମରେ ଅବସ୍ଥିତ ।


୨୪୩. ଗଙ୍ଗା ଓ ଯମୁନା କୂଅ ଦ୍ୱୟର ଆୟତନ କେତେ ?


ପରିଧ ୨୦ ଫୁଟରୁ ଅଧୁକ ଓ ଗଭୀର ୧୦୦ ଫୁଟରୁ ଅଧିକ ।


୨୪୪. କୂଅରୁ ପାଣ ତିପରି କଢ଼ାଯାଏ ?


ଜାଲଟି ସାହାଯ୍ୟରେ ।


୨୪୫, ଅନୁକୂଲି ଗୁଡ଼ିକର ଆକାର କିପରି ?


ଏହି ମାଟି ଟୁଲିଗୁଡ଼ିକଳ ଆୟତନ ୪ ଫୁଟ୍ × ୨.୫ ଫୁଟ୍ ଏବଂ ଗଭାଇ ୨ ९०।


୨୪.୬. ଅହିଆଟୁଳିଲ ଆୟତନ କେତେ ?


ଦୁଇ ଅନୁକୂଲି ମଧ୍ୟକରି ଆୟତକାର ସ୍ଥାନକୁ ଅହିଆ କୁହାଯାଏ


୨୪୭, ଅହିଆଦୂଲିର ଇନ୍ଧନ କ'ଣ ?


ଅନ୍ନଦୂରିର କଳତା ଅଙ୍ଗାର ଉପରେ ରନ୍ଧନ ପାତ୍ରଗୁଡ଼ିକ ବସ୍ତ୍ରଯାଏ ।


୨୪୮. ରୋଷଘରେ ବ୍ୟବହୃତ ରନ୍ଧନପତ୍ରଗୁଡ଼ିକ କ'ଣ କୁହାଯାଏ ?


କୁଡ଼ୁଆ ।


୨୪୯. କୁଟୁଆଗୁଡ଼ିକ କେଉଁଥିରେ ତିଆରି ?


R ମାଟିଲେ ।


୨୫୦, ସଙ୍ଖୁଡ଼ି ଭୋଗ କାହାକୁ କୁହାଯାଏ





No comments:

Post a Comment