ଭାରତର ଲେଖା ଓ ଲେଖକ

 ରାମାୟଣ – ବାଲ୍ମୀକୀ 

ମହାଭାରତ (ସଂସ୍କୃତ) – ବେଦବ୍ୟାସ

ଭାଗବତ(ସଂସ୍କୃତ) – ବ୍ୟାସଦେବ

ଆଇନ-ଇ-ଆକବରୀ = ଅବୁଲ ଫାଜଲ

ଅର୍ଥଶାସ୍ତ୍ର – କୈଟିଲ୍ୟ

କୁମାରସମ୍ଭବମ୍ – କାଳିଦାସ

ମେଘଦୂତମ - କାଳିଦାସ

ଗୀତାଞ୍ଜଳୀ – ରବିନ୍ଦ୍ରନାଥ ଠାକୁର

ସତ୍ୟର ପ୍ରୟୋଗ – ମହାତ୍ମାଗାନ୍ଧୀ

ପଞ୍ଚତନ୍ତ୍ର – ବିଷ୍ଣୁଶର୍ମା

ରାଜତରଙ୍ଗିଣୀ – କହ୍ମଣ 

ରାମଚରିତ ମାନସ – ତୁଳସୀ ଦାସ

Post a Comment

0 Comments