64 Odia Opposite Words

 

 

ଶବ୍ଦ

ବିପରୀତ ଶବ୍ଦ

 

ଶବ୍ଦ

ବିପରୀତ ଶବ୍ଦ

1

ଯିବା

ଆସିବା

33

ଅମୃତ

ବିଷ

2

ଅଳ୍ପାà­Ÿୁ

ଦୀର୍ଘାà­Ÿୁ

34

ଆଦ୍à­Ÿ

ପ୍ରାନ୍ତ

3

ନୀତି

ଅନୀତି

35

ଜୟ

ପରାଜୟ

4

ନିର୍ମଳ

ଦୂଷିତ

36

ସୁନାମ

ଦୁର୍ନାମ

5

ଶାନ୍ତି

ଅଶାନ୍ତି

37

କଳଙ୍କିତ

ନିଷ୍କଳଙ୍କ

6

ହିତ

ଅହିତ

38

ଆନନ୍ଦ

ବିଷାଦ

7

ମଙ୍ଗଳ

ଅମଙ୍ଗଳ

39

ଅପେକ୍ଷା

ଉପେକ୍ଷା

8

ଶିକ୍ଷିତ

ଅଶିକ୍ଷିତ

40

ସୁଗମ

ଦୁର୍ଗମ

9

ଆରୋହଣ

ଅବତରଣ

41

ପ୍ରାସାଦ

କୁଟୀର

10

ପସନ୍ଦ

ନାପସନ୍ଦ

42

ଆଶୀର୍ବାଦ

ଅଭିଶାପ

11

ପ୍ରତ୍ଯକ୍ଷ

ପରୋକ୍ଷ

43

ଉଷ୍ମ

ଶୀତଳ

12

ଧୀର

ଅଧୀର

44

ଶ୍ରଦ୍ଧା

ଘୃଣା

13

ସ୍ଥାà­Ÿୀ

ଅସ୍ଥାà­Ÿୀ

45

ଆବାହନ

ବିସର୍ଜନ

14

ସଭ୍ଯ

ଅସଭ୍ଯ

46

ଗର୍ବୀ

ବିନୟୀ

15

ନଶ୍ବର

ଶାଶ୍ବତ

47

ଉର୍ବର

ଅନୁର୍ବର

16

ସୁସ୍ଥ

ଅସୁସ୍ଥ

48

ଜନ୍ମ

ମୃତ୍à­Ÿୁ

17

ସୁପ୍ତ

ଜାଗ୍ରତ

49

ଦାନୀ

କୃପଣ

18

ରୁଚି

ଅରୁଚି

50

ଶତ୍ରୁ

ମିତ୍ର

19

ଅଜ୍ଞ

ବିଜ୍ଞ

51

ଦ୍ରୁତ

ମନ୍ଥର

20

ବିଚ୍ଛିନ୍ନ

ଅବିଚ୍ଛିନ୍ନ

52

ବିନୀତ

ଉଦ୍ଧତ

21

ପୁରସ୍କାର

ତିରସ୍କାର

53

ପ୍ରସାରଣ

ସଙ୍କୋଚନ

22

ବ୍ୟର୍ଥ

ଅବ୍ଯର୍ଥ

54

ଆବିର୍ଭାବ

ତିରୋଧାନ

23

ବିମଳ

ମଳିନ

55

ଆଦର

ଅନାଦର

24

ଧର୍ମ

ଅଧର୍ମ

56

ସଫଳ

ବିଫଳ

25

ଉତଥାନ

ପତନ

57

ଲୋଭୀ

ନିର୍ଲୋଭ

26

ଜ୍ଞାନ

ଅଜ୍ଞାନ

58

କ୍ଷଣସ୍ଥାà­Ÿୀ

ଚିରସ୍ଥାà­Ÿୀ

27

ଜ୍ଞାନ

ଅଜ୍ଞାନ

59

ସୁଶିକ୍ଷା

କୁଶିକ୍ଷା

28

ଜ୍à­Ÿେଷ୍ଠ

କନିଷ୍ଠ

60

ଦୁଷ୍ଟ

ଶିଷ୍ଟ

29

ସାଧ୍ଯ

ଅସାଧ୍ଯ

61

ସ୍ବାଧୀନ

ପରାଧୀନ

30

ଦାତା

ଗ୍ରହୀତା

62

ଅନୁରାଗ

ବିରାଗ

31

ଅର୍ଥ

ଅନର୍ଥ

63

ଅନୁକୂଳ

ପ୍ରତିକୂଳ

32

କ୍ରେତା

ବିକ୍ରେତା

64

ଅଭିଜ୍ଞ

ଅନଭିଜ୍ଞ

Post a Comment

0 Comments