1. ଭାରତ ପ୍ରଥମ ରାଷ୍ଟ୍ରପତି କିଏ ?- (ଡ. ରାଜେନ୍ଦ୍ର ପ୍ରସାଦ)
2. ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ ?- (ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ)
3. ସୁପ୍ରିମ୍ କୋର୍ଟର ପ୍ରଥମ ପ୍ରଧାନ ବିଚାରପତିଙ୍କ ନାମ କ’ଣ ?- ( ହରିଲାଲ କେ ଜାନିଆ)
4. ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ?- ( ପଣ୍ଡିତ ଜବାହରଲାଲ୍ ନେହେରୁ)
5. ଭାରତର ପ୍ରଥମ ନିର୍ବାଚନ କମିଶନରଙ୍କ ନାମ କ’ଣ ?- (ଶ୍ରୀ ସୁକୁମାର ସେନ)
6. ଭାରତରେ କିଏ ପ୍ରଥମ କରି ନୋବେଲ ପୁରସ୍କାର ପାଇଥିଲେ ?-(ରବିନ୍ଦ୍ରନାଥ ଠାକୁର)
7. ଭାରତର କିଏ ପ୍ରଥମେ ବିଲାତଯାତ୍ରା କରିଥିଲେ ?- (ରାଜାମୋହନ ରାୟ)
8. ଭାରତର କିଏ ପ୍ରଥମେ ମହାକାଶଚାରୀ ଥିଲେ?- (ରାକେଶ ଶର୍ମା)
9. ଭାରତର ପ୍ରଥମ ବାରିଷ୍ଟରଙ୍କ ନାମ କ’ଣ ?- (ଜେ.ଏମ୍.ଠାକୁର)
10. ଭାରତର ପ୍ରଥମ କଂଗ୍ରେସ ସଭାପତିଙ୍କ ନାମ କ’ଣ ?- (ଉମଶଚନ୍ଦ୍ର ବାନାର୍ଜୀ)
11. ଭାରତର ପ୍ରଥମ ବିଶ୍ବଚେସ୍ ଚମ୍ପିଆନ କିଏ ?- (ବିଶ୍ଵନାଥ ଆନନ୍ଦ)
12. ଭାରତର ପ୍ରଥମ ପରିମବୀର ଚକ୍ର ବିଜେତା କିଏ?- (ନିର୍ମକ ଜିତ୍ ସିଂହ)
13. ଭାରତର ପ୍ରଥମ ସେନାଧ୍ୟକ୍ଷ କିଏ ? ( ଜେନେରାଲ କାରିଆପ୍ପା)
14. ଭାରତର ପ୍ରଥମ ଆଇ.ଏ.ଏସ୍ଙ୍କ ନାମ କ’ଣ ?(ସତ୍ୟେନ୍ଦ୍ର ନାଥ ଠାକୁର)
15. ସ୍ଵାଧୀନ ଭାରତର ପ୍ରଥମ ଗଭର୍ଷର ଜେନେରାଲଙ୍କ ନାମ କ’ଣ ? (ଲର୍ଡ ମାଉଣ୍ଟ ଲ୍ୟୁଟେନ)
0 Comments